କି ଭିକ୍ଷା ମାଗିବି ଆଉ lyrics
ଜନମେ ଜନମେ ଜୀବନେ ମରଣେ ,
ପ୍ରାଣ ଭଲ ପାଉ ଥାଉ, କିଛି ତ ଚାହେଁ ନା
କି ଭିକ୍ଷା ମଗିବି ଆଉ ,,,
ପିପଶିତ ପ୍ରାଣ ତୁମରି ସକାଶେ ଭରିଗଲା
କ୍ଷୁଧିତ କାମନା ତୁମରି ପରଶେ ମରିଗଲା
ଆଉ କିବା ପ୍ରଭୁ ଲୋଡ଼ିବି ଜୀବନେ
ତୁମ ନାମ ନେଇ ଦିନ ମୋ ଯାଉ
ଏ ସାରା ସଂସାର ଯାହା ମୋତେ ଦେଇ ପାରିନାହିଁ
ରୁଧିଲ ବଚନ ଅଞ୍ଜଳି ରେ ତାହା ଭରି ଦେଇ
କି ମାଗୁଣି ଆଉ କରିବି ତୋ ଦ୍ୱାରେ
ଖାଲି ତୋ ଦରସେ ଆଖି ଲାଖି ରହୁ ….
#kiBhikhyaMagibiAuLyrics
#kiVikhyaMagibiAuLyrics
#satsangBhajanLyrics
#SatsangVajanLyrics
Comments
Post a Comment